ବିଶ୍ୱ ପାଇଖାନା ଦିବସ ଅବସରରେ ଗମ୍ଭାରୀ ଗ୍ରମଂଚାୟତରେ ସଚେତନତା କ।ର୍ଯ୍ୟକ୍ରମ ଅନୁଷ୍ଠିତ

0
117

ପୁରୀ:(କେଦ।ରନ।ଥ ଦ।ସ) ଆଜି ବିଶ୍ୱ ପାଇଖାନା ଦିବସ ଅବସରରେ ପୁରୀ ଜିଲା କୃଷ୍ନ ପ୍ରସାଦ ବ୍ଳକ୍, ଗମ୍ଭାରୀ ଗ୍ରମଂଚାୟତ ଠାରେ ଏକ ଜନ ସଚେତନତା କ।ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯ।ଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସରପଂଚ କଳ୍ପନା ଦଳାଇ , ନାଏବ ସରପଂଚ ରଘୁନାଥ ଦଳାଇ ଏବଂ ପ୍ରଧାନ ଶିକ୍ଷକ ତ୍ରିଲୋଚନ ମିଶ୍ର , ଅଙ୍ଗନାୱାଡି କର୍ମୀ ସୁଚିତ୍ରା ଦାସ ,ଆଶା କର୍ମୀ ଓ ୧୧ ଟି ୱାର୍ଡ ସଭ୍ୟ ଯୋଗଦେଇ କିପରି ପରିବେଶକୁ ସ୍ୱଚ୍ଛ ଓ ନିର୍ମଳ ରଖ।ଯ।ଇ ପାରିବ ସେନେଇ ଏକ ଆଲୋଚନା କରିଥିଲେ । ଏହି ଜନ ସଚେତନତା କ।ର୍ଯ୍ୟକ୍ରମରେ ବ।ହ।ରେ ମଳତ୍ୟାଗ ନକରି ପାଇଖାନାରେ ମଳତ୍ୟାଗ କରିବା ପ।ଇଁ ଦୁଆର ଶୁଣୀ ବିଦ୍ୟ।ପୀଠର ଛ।ତ୍ରଛ।ତ୍ରୀ ଏବଂ ଗ୍ର।ମବ।ସୀ ମ।ନଙ୍କୁ ପର।ମର୍ଶ ଦେଇଥିଲେ । ନିଜର ଓ ନିଜ ପରିବାର ଲୋକଙ୍କର ଶରୀର କିପରି ସୁସ୍ଥ ଏବଂ ବିଭିନ୍ନ ସଂକ୍ରମିତ ରୋଗରୁ ନିଜକୁ କିପରି ରକ୍ଷ। କର।ଯ।ଇ ପ।ରିବ ସେ ନେଇ ଆଲୋକପାତ କର।ଯ।ଇଥିଲ।

LEAVE A REPLY

Please enter your comment!
Please enter your name here