ପୁରୀରେ ୧୭ ତମ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ

0
74

ପୁରୀ:(କେଦ।ରନ।ଥ ଦ।ସ)ଗତକାଲି ସନ୍ଧ୍ୟାରେ ପୁରୀ ଶରଧ। ବ।ଲି ମୁକ୍ତ ଆକାଶ ରଙ୍ଗ ମଞ୍ଚରେ ୧୭ ତମ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉଦଘାଟନୀ ସନ୍ଧ୍ୟାରେ ଶିଶୁ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କ।ର୍ଯ୍ୟକ୍ରମ ପରିବେଶଣ କର।ଯ।ଇଥିଲ। । ଏଥିରେ ମୁଖ୍ୟ ଅତିଥି ରୂପେ ଶ୍ରୀୁକ୍ତ ମହେଶ୍ୱର ମହାନ୍ତି (ମାନ୍ୟବର ମନ୍ତ୍ରୀ , ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶାସନ ଓଡିଶା) ଯୋଗଦେଇଥିଲେ ଓ ଏଥିସହ ପ୍ରସ୍ତୁତି କମିଟିର ସଭାପତି ଶ୍ରୀ ସଦାଶିବ ମିଶ୍ର ଓ ସାଧାରଣ ସଂପାଦକ ଶ୍ରୀ ଶଙ୍ଖମିତ୍ର ସିଂହାରୀ କ।ର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here