ଅପରାଜିତା ଷଡ଼ଙ୍ଗୀଙ୍କ ଅବସର ଆବେଦନକୁ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ

0
267

ଭୁବନେଶ୍ୱର: ଆଇ ଏ ଏସ ଅପରାଜିତା ଷଡ଼ଙ୍ଗୀଙ୍କ ସ୍ୱେଛାକୃତ ଅବସରକୁ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ଅପରାଜିତା । ତାଙ୍କ ସ୍ୱେଛାକୃତ ଅବସରକୁ ଗ୍ରହଣ କରାଯାଇଥିବାରୁ ସେ ଖୁସି ଜାହିର କରିବା ସହ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ ଲେଖିଛନ୍ତି ସକରାତ୍ମକ, ବାସ୍ତବବାଦୀ ଓ ଉତ୍ସାହର ସହିତ ମୋର ପରବର୍ତ୍ତୀ ଯାତ୍ରା କରିବି । ଏହା ସହିତ ମହାପ୍ରଭୁ ଜଗନ୍ନାଥଙ୍କ ଆର୍ଶୀବାଦ ଭିକ୍ଷା କରିଛନ୍ତି ।

LEAVE A REPLY

Please enter your comment!
Please enter your name here