ନୀଲଜୀ ରାଇଜିଙ୍ଗ ସନ୍ ୟୁଥ୍ କ୍ଲବ ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

0
96

ନୂଆପଡ଼ା: ଗତ ରବିବାର ଦିନ ନୀଲଜୀ ଠ।ରେ ରାଇଜିଙ୍ଗ ସନ୍ ୟୁଥ୍ କ୍ଲବ ଓ ଆମ ଓଡିଶା ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯ।ଇଛି । ଏହି ରକ୍ତଦ।ନ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆପଡାଙ୍କ ସହଯୋଗରେ ନୀଲଜୀ ମୁଖ୍ୟ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ହୋଇଥିଲା । ଉକ୍ତ ଶିବିରରେ ଶ୍ରୀଯୁକ୍ତ ମହେଶ କୁମାର ତିବ୍ୱାରୀ ମୁଖ୍ୟ ଅତିଥି ଭ।ବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡା.ସୁଧାଂସୁ ଶେଖର ସାହୁ , ରାକେଶ କୁମାର ମିଶ୍ରା , ତରୁଣ କୁମାର ସା , ଗୌରଚନ୍ଦ୍ର ସା , ଦଇତ ରାମ ସୁନାନି, ଲୋମସ କୁମାର ସା ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସୁଶନ୍ତ ପ୍ରଧାନ , ଅରବିନ୍ଦ ପ୍ରଧାନ, ଦେବାଶିଷ ତିଓ୍ବ।ରି ,ଅଶ୍ୱିନ ପ୍ରଧାନ, ତରୁଣ କୁମାର ସା , କିଶୋର ଚନ୍ଦ୍ର ସା, ରେହିତ କୁମାର ପ୍ରଧାନ,ଦେବେନ୍ଦ୍ର ମାଲି, ହରେନ୍ଦ୍ର ,ହେମଲ।ଲ ସା , କୈ।ଶି ସ। ,ମନୋଜ ସ।,ସୁନିଲ ମାଝି, ରୋହିତ କୁମାର ମାଝି , ନୀଳାଚଳ ମାଝି, ରାବେନ୍ଦ୍ର ସା , ଗୁପ୍ତେଶ୍ୱର ସା, ଏକରାମ ମାଝି, ବାବା ରବିନ୍ଦ୍ର ଦାସ, ସତ୍ୟ ସାଗର , ଇଫରାନ ହୁସେନ , ଉତମ ମାଝି , ମହମଦ କୁମାର ଖାଁ ଆଦି ଯୁବକଙ୍କ ସହଯୋଗ ରେ ଏହି କ।ର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କ।ର୍ଯ୍ୟକ୍ରମକୁ ବିଶେଷ ସହଯୋଗର ହ।ତ ବଢ।ଇଥିଲେ ଯଦୁମଣି ପ୍ରଧାନ, ହରେନ୍ଦ୍ର ପ୍ରଧାନ, ମୋହନ ମାଝି, ତୋଫ।ନ କୋଳଥିଆ,ବିରେନ୍ଦ୍ର ପ୍ରଧାନ ପ୍ରମୁଖ ।

LEAVE A REPLY

Please enter your comment!
Please enter your name here