ଡ଼ଙ୍ଗା ତିଆରି ବେଳେ ବିସ୍ଫୋରଣ:୪ ଗୁରୁତର

0
23

ପୁରୀ: ବ୍ରହ୍ମଗିରି ଥାନା ଅନ୍ତର୍ଗତ ଅରଖକୁଦା ଗ୍ରାମରେ ଚିଲିକା କୂଳରେ ଶୁକ୍ରବାର ବିସ୍ଫୋରଣ ଘଟି ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ପ୍ରଥମେ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ପୁରୀ ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ସୂଚନାରୁ ଜଣାପଡ଼ିଛିଯେ, ଡଙ୍ଗା ତିଆରି କରୁଥିବା ବେଳେ କେମିକାଲ୍ ମିଶ୍ରଣ ବେଳେ ବିସ୍ଫୋରଣ ହୋଇ ଏପରି ଘଟିଛି। ବିସ୍ଫୋରଣର କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here