ଆଜି କ୍ୟାବିନେଟ ବୈଠକ

0
33

ଭୁବନେଶ୍ୱର: ଶୁକ୍ରବାର କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଅପରାହ୍ଣ ୫.୪୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳଠାରେ ବସିବାକୁଥିବା ବୈଠକରେ୬ ଟ ି ପ୍ରସ୍ତାବକୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି । କ୍ୟାବିନେଟ ଅନୁମୋଦନ ପାଇଁ କଳାହାଣ୍ଡି ମେଡିକାଲ କଲେଜ ନିର୍ମାଣ ସମେତ ପୂର୍ତ୍ତ ବିଭାଗର ଦୁଇଟ ି ପ୍ରସ୍ତାବ, ଉଚ୍ଚଶିକ୍ଷା ବିଭାଗର ଦୁଇଟି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ କୃଷି ବିଭଗର ଗୋଟି ଏଲେଖାଏଁ ପ୍ରସ୍ତାବ ରହିଛି ।

LEAVE A REPLY

Please enter your comment!
Please enter your name here