ମ।ଓବ।ଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୪ ମୃତ

0
47

ଛତିଶଗଡ଼: ଆଜି ପୁଣି ନିଜର ଅସଲ ରୁପ ଦେଖ।ଇଛନ୍ତି ମ।ଓବ।ଦୀ ଛତିଶଗଡ଼ର ଦାନ୍ତେୱାଡ଼ାରେ ପୁଣି ଥରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟାଇଛନ୍ତି ଲ।ଲବ।ହିନୀ । ଏନଏମଡିସି ପ୍ଲାଣ୍ଟ ନିକଟରେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟାଇଥିବାର ସୂଚନା ମିଳିଛି । ଖବର ମୂତ।ବକ ଏହି ବିସ୍ଫୋରଣରେ ମୋଟ ୪ ଜଣ ମୃତ୍ୟୁବରଣ କରିଛନ୍ତି । ମୃତକମାନଙ୍କ ମଧ୍ୟରେ ଜଣେ ଯବାନ ଥିବାବେଳେ ୩ ଜଣ ସାଧାରଣ ଲୋକ ଅଛନ୍ତି ।
ଏହି ବିସ୍ଫୋରଣରେ ଗୋଟିଏ ଗ।ଡ଼ି ସମ୍ପୂର୍ଣ ନଷ୍ଟ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here