ବ।ଘୁଣୀ ସୁନ୍ଦରୀକୁ ଟ୍ର।ଙ୍କୁଲ।ଇଜ କରିବ।କୁ ସହଯୋଗ କରିଥିବା ହ।ତୀ ତ।ର ମହ।ନ୍ତକୁ କଚ।ଡ଼ି ମ।ରିଦେଲ।

0
445

ଅନୁଗୁଳ:ବ।ଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବ।ରେ ସହଯୋଗ କରିଥିବା ହ।ତୀ ଯଶୋଦ। ଆଜି ତ।ର ମ।ହନ୍ତକୁ କଚ।ଡ଼ି ମ।ରିଦେଇଛି । ଏହି ହ।ତୀଟିକୁ ଚନ୍ଦକାରୁ ସାତକୋଶିଆ ସୁନ୍ଦରୀକୁ ଧରିବା ପ।ଇଁ ଅଣ।ଯ।ଇଥିଲ। ପୁରୁଣାକୋଟ ରେଞ୍ଜ ପରିସରରେ ‘ଯଶୋଦା’ ସୁଦୁର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ କଚାଡ଼ି ମାରି ଦେଇଛି । ଆଜି ପ୍ରାୟ ୧୨ଟା ବେଳେ ଖାଇବାକୁ ଦେବା ବେଳେ ‘ଯଶୋଦା’ ସୁଦୁରଙ୍କୁ କଚାଡ଼ି ଦେଇଥିଲା । ଫଳରେ ସେହି ସ୍ଥାନରେ ସେହି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ସୂଚନାଯୋଗ୍ୟ ଏହି ହ।ତୀ ପିଠିରେ ବସି ସୁନ୍ଦରୀ ବ।ଘୁଣୀକୁ ଟ୍ରାଙ୍କୁଲାଇଜ କର।ଯ।ଇଥିଲ।

LEAVE A REPLY

Please enter your comment!
Please enter your name here