ଯବାନଙ୍କ ସହ ଦିଓ୍ବାଲୀ ପାଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0
26

ଡେରାଡୁନ୍‌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଉତ୍ତରାଖଣ୍ଡ ଡେରାଡୁନ୍‌ରେ ପହଞ୍ଚିଛନ୍ତି। ଏହାପରେ ଭାରତ-ଚାଇନା ସୀମାସ୍ଥିତ ହର୍ଷିଲ୍‌ରେ ପହଞ୍ଚି ସେଠାରେ ମୁତୟନ ଥିବା ଯବାନଙ୍କ ସହିତ ୧୧ ହଜାର ଫୁଟ ଉଚ୍ଚରେ ଦିଓ୍ବାଲୀ ପାଳନ କରିଛନ୍ତି। ପ୍ରଧାନମନ୍ତ୍ରୀ ଯବାନଙ୍କୁ ମିଠା ଖୁଆଇବା ସହିତ ସେମାନଙ୍କ ସହିତ ଫଟୋ ଉଠାଇଛନ୍ତି।

LEAVE A REPLY

Please enter your comment!
Please enter your name here