ବିମୁଦ୍ରାକରଣର ୨ ବର୍ଷ ପୂର୍ତ୍ତିକୁ କଳାଦିବସ ଭ।ବେ ପାଳିବ କଂଗ୍ରେସ,ରିଜର୍ଭ ବ୍ୟାଙ୍କ ଅଫିସ ଆଗରେ ବିକ୍ଷୋଭ କରିବ:ନିରଞ୍ଜନ

0
37

ଭୁବନେଶ୍ବର:କ।ଲି ବିମୁଦ୍ର।କରଣକୁ ଦୁଇ ବର୍ଷ ପୁରଣ ହେଉଥିବା ବେଳେ ଏହ। ଯେଉଁ ଲକ୍ଷ୍ୟ ନେଇ କର।ଯ।ଇଥିଲ। ତ।ହ। ସ।ଧିତ ହୋଇନ।ହିଁ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏହି ବିମୁଦ୍ରାକରଣର ୨ ବର୍ଷ ପୂର୍ତ୍ତିକୁ କଳାଦିବସ ଭ।ବେ ପାଳିବ କଂଗ୍ରେସ କାଲି ରିଜର୍ଭ ବ୍ୟାଙ୍କ ଅଫିସ ଆଗରେ ବିକ୍ଷୋଭ କରିବ । ଏପଟେ ବିଜେଡ଼ି କହିଛି ବିମୁଦ୍ରାକରଣ ଯୋଗୁଁ ବେକାରି ବଢ଼ିଛି, ଅର୍ଥନୀତି ପଛରେ ପଡ଼ିଛି । ବିମୁଦ୍ରାକରଣ ଯୋଗୁଁ ଦେଢ଼ କୋଟି ଲୋକ ବେକାର ହୋଇଛନ୍ତି, କଳାଟଙ୍କା ଦେଶକୁ ଫେରିନାହିଁ । କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ବିଫଳ ହୋଇଛି ।

LEAVE A REPLY

Please enter your comment!
Please enter your name here