କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଇସ୍ତଫା କଂଗ୍ରେସ ଦଳ ପ।ଇଁ ଭଲ : ନିରଞ୍ଜନ

0
585

ଭୁବନେଶ୍ୱର: ଆଜି କୋର।ଫୁଟ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ବିଧାୟକ ପଦରୁ ଇସ୍ତଫା ଦେବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି ସଗରିଆଙ୍କ ଇସ୍ତଫା କଂଗ୍ରେସ ଦଳ ପ।ଇଁ ଲ।ଭ ହେବ । ଏଥି ସହ ଶ୍ରୀ ପଟ୍ଟନାୟକ କହିଛନ୍ତି, ସଗରିଆଙ୍କ ଇସ୍ତଫା ପରେ ସରକାର ଚେତିବେ । ଜଣେ ବିରୋଧୀ ବିଧାୟକଙ୍କ ଏଭଳି ଇସ୍ତଫାକୁ ଲୋକେ ବିଚାର କରିବେ ବୋଲି ନିରଞ୍ଜନ କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଶ୍ରୀ ସଗରିଆ ପୂର୍ବରୁ ଇସ୍ତଫା ଦେବେ ସୂଚନା ଦେଇ ଥିଲେ କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ନମିଳିବା ପ୍ରତିବାଦରେ ସେ ଇସ୍ତଫା ଦେଇଥିବ। କହିଛନ୍ତି । ଏବଂ ସେ କଂଗ୍ରେସ ସହ ଥିଲେ ଆଉ ରହିବେ ମଧ୍ୟ ବୋଲି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here