ଜାନୁୟାରୀ ୧୧ରୁ ବରଗଡ ଧନୁଯାତ୍ରା

0
23

ବରଗଡ  : ଆସନ୍ତା ଜାନୁଆରୀ ୧୧ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ବରଗଡରେ ଅନୁଷ୍ଠିତ ହେବ । ଏ ନେଇ ସୋମବାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ୭୦ତମ ଧନୁଯାତ୍ରାରେ କିଏ କଂସ ଭୂମିକାରେ ଅବତୀର୍ଣ୍ଣ ହେବେ ତାହା କଳାକାର ଚୟନ କମିଟିରେ ବସି ନିଷ୍ପତ୍ତି ନିଆଯିବ । ତେବେ କଂସ ଓ ପାତ୍ରମନ୍ତ୍ରୀ ପରିବର୍ତ୍ତନ କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here