ଚ।ଷିଙ୍କୁ ଉଠ।ଇନେଲା ପୋଲିସ

0
179

ଭୁବନେଶ୍ୱର:୧୪୪ ଧାରା ଭାଙ୍ଗି ରାଜଧାନୀ ମୁହାଁ ଚାଷୀ I ହଂସପାଳରୁ ଭୁବନେଶ୍ବରକୁ ଚାଲି ଚାଲି ଆସୁଛନ୍ତି ହଜାର ହଜାର ଚାଷୀ ହଂସପାଳରେ ୨୦ ପ୍ଲାଟୁନ ପୋଲିସ ମୁତୟନ ତମାଣ୍ଡୋ ନିକଟସ୍ଥ ଜାତୀୟ ରାଜପଥ ଉପରେ ଗତକାଲି ଠାରୁ ୧୪୪ ଧାରା ଜାରି କରାଯାଇଥିଲେ ମଧ୍ୟ ଚାଷୀମାନେ ଏହାକୁ ଖାତିର କରିନାହାନ୍ତି ।

ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କରାଯାଉଥିବା ଆନେ୍ଦାଳନକୁ ପ୍ରତିହତ କରିବା ତଥା ଚାଷୀଙ୍କୁ ଅଟକାଇବା ପାଇଁ  ତମାଣ୍ଡୋ ନିକଟସ୍ଥ ଜାତୀୟ ରାଜପଥ ଉପରେ ୧୪୪ ଧାରା ଜାରି କରାଯାଇଥିଲା ।  ବାଲୁଗାଁରୁ ଭୁବନେଶ୍ୱର ରାଲିଲେ ଆସୁଥିବାବେଳେ ଜାତୀୟ ରାଜପଥ ଉପରେ ୧୪୪ ଧାରା ଜାରି କରି ପୁଲିସ ଚାଷୀଙ୍କ ରାଲିକୁ ବାରଣ କରିଥିଲା । ଏହି ଆନେ୍ଦାଳନରେ ସାମିଲ ହୋଇଥିବା କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କୁ ମଧ୍ୟ ପୁଲିସ ଉଠାଇ ନେଇଥିବା ଜଣାଯାଇଛି । ତେବେ ଗିରଫ ବେଳେ ଜଣେ ମହିଳା ଚାଷୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ତେବେ  ଆଜି ହଜାର ହାଜର ଚାଷୀ ଏହାକୁ ଖାତିର ନକରି ଭୁବନେଶ୍ୱର ଆଡ଼କୁ ମାଡ଼ି ଆସୁଛନ୍ତି । ଚାଷୀମାନେ ପୁଲିସ କର୍ଡନ ଭାଙ୍ଗି ଭୁବନେଶ୍ୱର ଭିତରକୁ ପଶିଥିବା ଜଣାଯାଇଛି ।ତ।ଜ। ଖବର ମୁତାବକ ଚ।ଷିଙ୍କୁ ଉଠ।ଇନେଇଛି ପୋଲିସ ଶହ ଶହ ଚ।ଷିଙ୍କୁ ପୋଲିସ ଗିରଫ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here