ଆଜି ଠାରୁ ବିଶ୍ୱକପ୍‌ ହକି ପାଇଁ ଟିକେଟ୍ ବିକ୍ରି

0
29

ଭୁବନେଶ୍ୱର :ଭୁବନେଶ୍ବର କଳିଙ୍ଗ ଷ୍ଟ।ଡ଼ିୟମରେ ଅନୁଷ୍ଠିତ ହେବ।କୁ ଥିବା  ବିଶ୍ୱକପ୍‌ ହକି ପାଇଁ ଆଜି ଠାରୁ ବିକ୍ରି ହେବ ଟିକେଟ୍ । ହକି ପ୍ରେମୀମାନେ ଆଜିଠୁ କାଉଁଣ୍ଟର ନିକଟରୁ ଟିକେଟ୍ ସଂଗ୍ରହ କରିପାରିବେ। କଳିଙ୍ଗ ଷ୍ଟାଡିୟମ ୯ ନମ୍ବର ଗେଟ୍ ନିକଟରେ ଦିନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କାଉଣ୍ଟରରେ ଟିକେଟ୍ ବିକ୍ରି କରାଯିବ। ସେହିଭଳି ଭୁବନେଶ୍ୱରର ଅାଉ କିଛି ସ୍ଥାନ ଓ କଟକରେ ଦୁଇଟି ଯାଗାରେ ବି ଟିକେଟ୍ ବିକ୍ରି ବ୍ୟବସ୍ଥା ହୋଇଛି। ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଲାଗି ଟିକେଟର ମୂଲ୍ୟ ୧୦୦ ଓ ୨୦୦ ଟଙ୍କା ରହିଛି। ତେବେ ନକ୍‌ଅାଉଟ୍, ସେମି ଓ ଫାଇନାଲ ମ୍ୟାଚ ବେଳକୁ ଟିକେଟ୍ ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here