ଚ।ଷୀଙ୍କ ସହ ନିଜକୁ ସ।ମିଲ କଲେ ବୈଜୟନ୍ତ: ର।ଜପଥରେ ୧୪୪ ଧ।ର। ଜାରି

0
398

ଭୁବନେଶ୍ୱର:ଚ।ଷୀର ହକ୍ ପ।ଇଁ ଏବେ ର।ଜର।ସ୍ତ।କୁ ଓହ୍ଲେଇଛି ଚ।ଷୀ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଭୁବନେଶ୍ବର ଅଭିମୁଖେ ବ।ହ।ରିଛନ୍ତି ଏହି ଆନ୍ଦୋଳନ କ।ରୀ ଆଉ ଏମ।ନଙ୍କ ସହ ନିଜକୁ ସ।ମିଲ କରିଛନ୍ତି ପୂର୍ବତନ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଫୁଲନଖରା-ପାହାଳରେ ଚାଷୀ ରାଲିରେ ନିଜକୁ ସାମିଲ କରିଛନ୍ତି ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏହି ରାଲି ଭୁବନେଶ୍ୱର ଆସୁଛି । ଚାଷୀଙ୍କୁ ଅଟକାଇବା ପାଇଁ ରାସ୍ତାରେ ୧୪୪ ଧାରା ଜାରି କରାଯାଇଛି । ତାମଣ୍ଡୋ ନିକଟସ୍ଥ ଜାତୀୟ ରାଜପଥ ଉପରେ ୧୪୪ ଧାରା ଜାରି କରାଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here