ବିଜେପି-ବିଜେଡ଼ି ନିଯୁକ୍ତି ର।ଜନୀତି

0
121

ଭୁବନେଶ୍ୱର: ର।ଜ୍ୟରେ ବେକ।ରୀ ସମସ୍ୟା ଦିନକୁ ଦିନ ଅତ୍ୟନ୍ତ ଉଦବେଗଜନକ ପରିସ୍ଥିତିରେ ପହଞ୍ଚିଲ।ଣି ଆଉ ସହି ହେବନି ଏଭଳି ବ।ର୍ତ୍ତ। ନେଇ ବିଜେପି ଆସନ୍ତ। ୫ ତ।ରିଖ ଦିନ ର।ଜ୍ୟର ସମସ୍ତ ଏମ୍ପ୍ଲୟମେଣ୍ଟଏକ୍ସଚେଞ୍ଜରେ ତାଲା ପକାଇବାକୁ ଦଳ ପକ୍ଷରୁ ଡାକରା ଦିଆଯାଇଛି ।
ଅନ୍ୟପଟେ ବିଜେପିର ଏହି ତାଲା ପକା ଆନେ୍ଦାଳନକୁ କାଉଣ୍ଟର ଆଟ।କ୍ କରିବ ବିଜୁ ଜନତା ଦଳ ।

ବିଜେପି ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ତାଲା ପକାଇବାକୁ ଉଦ୍ୟମ କରିବା  ବେଳେ ବିଜେଡ଼ି ସେତେବେଳେ ରାଜ୍ୟର ସବୁ କେନ୍ଦ୍ରୀୟ ଅଫିସ ଆଗରେ ବିକ୍ଷୋଭ କରିବ । ଏ ନେଇ ଆସନ୍ତା ୫,୬ ଓ ୮ ତାରିଖ ୩ ଦିନ ଧରି ବିକ୍ଷୋଭ କରିବାକୁ ଛାତ୍ର ଓ ଯୁବ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି । ଏ ନେଇ ଏକ ସ।ମ୍ବ।ଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ।ସେ କହିଛନ୍ତି ଯେ,  କେନ୍ଦ୍ର ଦେଇଥିବା ପ୍ରତିଶ୍ରୁତି ବର୍ଷକୁ ୨ କୋଟି ନିଯୁକ୍ତି ପ୍ରତାରଣାରେ ପରିଣତ ହୋଇଛି । ବିମୁଦ୍ରାକରଣର ଯୋଗୁଁ କୋଟି କୋଟି ନିଯୁକ୍ତି ସୁଯୋଗ ହାତଛଡ଼ା ହେଉଛି ।

LEAVE A REPLY

Please enter your comment!
Please enter your name here