୧୬ରୁ ବିଧାନସଭା ଶୀତକ।ଳିନ ଅଧିବେଶନ

0
33

ଭୁବନେଶ୍ୱର:ଆସନ୍ତା ୧୬ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ ଓ ଏହି   ଶୀତକ।ଳିନ ଅଧିବେଶନ ଆସନ୍ତା ଡିସେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ ।

ଏହି ଶୀତକ।ଳିନ ଅଧିବେଶନରେ  ମୋଟ ୨୩ଟି  କାର୍ଯ୍ୟ ଦିବସ ରହିବ ବୋଲି ସୂଚନା ମିଳିଛି । ଏହି ଅଧିବେଶନ ସରକାରଙ୍କ ଅର୍ଥନୀତିକ କାରବାର ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଅର୍ଥାତ୍‍ କୌଣସି ଅତିରିକ୍ତ ବଜେଟ୍‍ ଏଥିରେ ଆସିବା ସମ୍ଭାବନା ନାହିଁ । କିନ୍ତୁ ନିର୍ବାଚନ ପୂର୍ବରୁ ଏହା ଏକ ପୂର୍ଣ୍ଣକାଳୀନ ଅଧିବେଶନ ହେଉଥିବାରୁ ଏହା ସାମ୍ପ୍ରତିକ ପ୍ରସଙ୍ଗରେ ଉଷ୍ମ ହୋଇପାରେ । ଉଭୟ ବିରୋଧୀ ଏବଂ ସରକାରଙକ୍‍ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଭାବରେ ଗ୍ରହଣ କରାଯାଉଛି ।

LEAVE A REPLY

Please enter your comment!
Please enter your name here