ହୁତୁହୁତୁ ହୋଇ ଜଳିଗଲ। ବସ

0
46

ଭୁବନେଶ୍ୱର: ଆଜି ସକାଳେ ଭୁବନେଶ୍ୱର ଖଣ୍ଡଗିରି ଛକରେ ୨ଟି ବସ୍‌ ହୁତୁହୁତୁ ହୋଇ ଜଳି ଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଖବର ମିଳିଛି ।

ସୂଚନା ଅନୁସାରେ, ଖଣ୍ଡଗିରି ଛକ ନିକଟରେ ଥିବା ପ୍ରେଟ୍ରୋଲ ପମ୍ପ ନିକଟରେ ଥିବା ଏକ ପଡ଼ିଆରେ ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଥିବା ୨ଟି ପୁରୁଣା ବସ୍‌ ହୁତୁହୁତୁ ହୋଇ ଜଳି ଯାଇଛି।

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବସ୍‌ ଜଳି ଯାଇଥିବା ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here