ବିଜେଡ଼ି ପଦଯ।ତ୍ର। ପୂର୍ବରୁ ଦ।ମଙ୍କ କର୍ମୀ ସମ୍ମିଳନୀ

0
471

କୁଜଙ୍ଗ: ବିଜେଡ଼ି କୁଜଙ୍ଗ ରେ ପଦଯ।ତ୍ର। କରିବା ପୂର୍ବରୁୁ ବିଜେଡି ଦଳରୁ ବହିଷ୍କୃତ ବିଧାୟକ ଡାକ୍ତର ଦାମୋଦର ରାଉତ କୁଜଙ୍ଗ ପଂଚାୟତରେ ସମ୍ମିଳନୀ କରି ନିଜର ସହଯୋଗୀ ମ।ନଙ୍କଠ।ରୁ ତ।ଙ୍କ ର ସହଯୋଗ କ।ମନ। କରିଛନ୍ତି । ଦ।ମଦୋର ର।ଉତ ସିଧାସଳଖ ଅନୁଗତକଙ୍କୁ କହିଛନ୍ତି ତୁମମାନଙ୍କର ପରିଚୟ ହିଁ ମୋର ପରିଚୟ । ତୁମେମାନେ ତୁମର ପ୍ରତିନିଧି ଭାବେ ମୋତେ ନିର୍ବାଚିତ କରିଥିବାରୁ ମୁଁ ଆଜି ଓଡିଶାର କୋଣ ଅନୁକୋଣରେ ପରିଚିତ । ବାପର ପୁଅ ହିସାବରେ ନୁହେଁ ତାହା କେବଳ ସମ୍ଭବ ହୋଇଛି ତୁମମାନଙ୍କ ପାଇଁ । ତେଣୁ ପଦପଦବୀ, କ୍ଷମତାଠାରୁ ମୋ ପାଇଁ ତୁମେମାନେ ଗୁରୁତ୍ୱପୁର୍ଣ୍ଣ ବୋଲି ମତବ୍ୟକ୍ତ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ପାରାଦ୍ୱୀପ ବିଧାୟକ ଡାକ୍ତର ଦାମୋଦର ରାଉତ ।

ସୂଚନା ମୁତାବକ ଗତକାଲି କୁଜଙ୍ଗ ପଂଚାୟତ କାର୍ଯ୍ୟାଳୟ ସଭାଗୃହରେ କର୍ମୀ ସମ୍ମିଳନୀର ପ୍ରସ୍ତୁତି ବୈଠକରେ ଯୋଗଦେଇ ସଙ୍ଗଠନକୁ ସୁଦୃଢ଼ କରିବାକୁ ଡାକ୍ତର ରାଉତ ଗୁରୁତ୍ୱାରୋପ କରିଛନ୍ତି । କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ ଆତଯାତ କରି କିଛି କର୍ମୀଙ୍କୁ ପ୍ରଲୋଭିତ କରୁଛନ୍ତି ବୋଲି ଦ।ମଙ୍କୁ କର୍ମୀ ଅବଗତ କର।ଇଥିଲେ । ଚାକିରୀ, ଠିକାକାମ ଏବଂ ଅର୍ଥଲାଳସା ଦେଖାଇ କିଛି ଯୁବକଙ୍କୁ ପ୍ରଥଭ୍ରଷ୍ଟ କରୁଛନ୍ତି ବୋଲି କହିବା ସହ ସାଂସଦ ଡାକ୍ତର କୁଳମଣୀ ସାମଲଙ୍କ ବିରୋଧରେ କହିଥିଲେ ।

LEAVE A REPLY

Please enter your comment!
Please enter your name here