ଗଞ୍ଜାମ ଜିଲ୍ଲାର ୨ ଜଣ ବିଧାୟକଙ୍କୁ ମୃତ୍ୟୁ ଧମକ !

0
135

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ୨ ଜଣ ବିଧାୟକଙ୍କୁ ମୃତ୍ୟୁ ଧମକ ଦେଇଛନ୍ତି ମ।ଓବ।ଦୀ । ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଦଦରାଲୁଣ୍ଡା ଗାଁ ଛକରେ ମାଓବାଦୀଙ୍କ ଧମକପୂର୍ଣ୍ଣ ବ୍ୟାନର ଲଗାଯାଇଥିବା ଦେଖିବାକୁ ମିଳିଛି।
ଏହି ବ୍ୟ।ନରରେ ପୋଲିସ୍ ଇନ୍‌ଫର୍ମରଙ୍କୁ ମୃତ୍ୟୁ ଦଣ୍ଡ ନେଇ ମଧ୍ୟ ଲାଲ୍‌ବାହିନୀ ଧମକ ଦେଇଛି।

ସିପିଆଇ ମାଓବାଦୀ ସଂଗଠନ ନାଁରେ ଏହି ବ୍ୟାନର୍‌ ଲଗାଯାଇଛି।ଏହ। ପଛରେ ପ୍ରକୃତରେ ସିପିଆଇ ମାଓବାଦୀ ନା ଆଉ କିଏ ରହିଛି ତାହା ଜଣ। ପଡ଼ିନ।ହିଁ ।

LEAVE A REPLY

Please enter your comment!
Please enter your name here