ସ୍ୱତନ୍ତ୍ର ରାଜ୍ୟପାହ୍ୟା ବ୍ୟବସ୍ଥା ଆଉ ନାହିଁ,ମୁଖ୍ୟମନ୍ତ୍ରୀ ଏହ।କୁ ନେଇ ଆଉ ର।ଜନୀତି ନକରନ୍ତୁ:ଧର୍ମେନ୍ଦ୍ର ପ୍ରଧାନ

0
74

ଭୁବନେଶ୍ୱର: ମୁଖ୍ୟ ମନ୍ତ୍ରୀ ସ୍ବତନ୍ତ୍ର ର।ଜ୍ୟ ପ।ହ୍ୟ। କଥ। ଦୋହୋର।ଇବ। ପରେ ଏହ।ର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେ ଟ୍ୱିଟ କରି କହିଛନ୍ତି ୧୪ ଶ ଅର୍ଥ କମିଶନ ପରେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ବ୍ୟବସ୍ଥା ଆଉ ନାହିଁ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଥିବା ସତ୍ତ୍ୱେ କେବଳ ରାଜନୈତିକ ପ୍ରସଙ୍ଗ ପାଇଁ ଏକଥା ଉଠ।ଉଛନ୍ତି । ଏପରିକି ପୂର୍ବରୁ ବିଧାନସଭାରେ ମନ୍ତ୍ରୀ  ଉଷା ଦେବୀ କହିସ।ରିଛନ୍ତି ଯେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପାଇଁ  ଓଡ଼ିଶା ଯୋଗ୍ୟ ବିବେଚିତ ନୁହଁ । ଏକଥା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଓଡ଼ିଶା ପ୍ରତି କେନ୍ଦ୍ରୀୟ ଅବହେଳା ଆଉ ପ୍ରସଙ୍ଗ ହୋଇନାହିଁ । ଯେତିକି କେନ୍ଦ୍ରରୁ ବ୍ୟୟବରାଦ ହେଉଛି, ତାକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ବାଧକ ସାଜୁଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି କହିଛନ୍ତି ।

LEAVE A REPLY

Please enter your comment!
Please enter your name here