ସୁରକ୍ଷାକର୍ମୀଙ୍କୁ କ୍ଷତି ଦେବା ପାଇଁ କରାଯାଇଥିବା ଆମ୍ବୁସରେ ଫସିଲେ କ୍ୟାମେରା ମ୍ୟାନ:ମାଓବାଦୀ

0
119

ଛତିଶଗଡ଼: ମାଓବାଦୀ ଗୁଳିରେ ଦୁରଦର୍ଶନ କ୍ୟାମେରା ମ୍ୟାନ ମୃତ ଘଟଣାରେ ମାଓବାଦୀ ଜାରି କଲେ ପ୍ରେସ ନୋଟ, ଟାର୍ଗେଟରେ ନଥିଲେ କ୍ୟାମେରା ମ୍ୟାନ, ସୁରକ୍ଷାକର୍ମୀଙ୍କୁ କ୍ଷତି ଦେବା ପାଇଁ କରାଯାଇଥିବା ଆମ୍ବୁସରେ ଫସିଲେ କ୍ୟାମେରା ମ୍ୟାନ । ଉଦ୍ଦେଶ୍ୟ ମୂଳକ ରୂପେ ତାଙ୍କୁ ହତ୍ୟା କରାଯାଇନାହିଁ ବୋଲି ପ୍ରେସ ନୋଟରେ ଉଲ୍ଲେଖ ।

LEAVE A REPLY

Please enter your comment!
Please enter your name here