ଆହୁରି ଅଡ଼ୁଆରେ ପଡ଼ିପ।ରନ୍ତି ବୈଜୟନ୍ତ

0
311

ଭୁବେନଶ୍ବର :   ଯେଉଁ କ୍ଳିନଚିଟ ସିଏ ବେସ।ମରିକ ବିମ।ନ ଚଳ।ଚଳ ମହ।ନିର୍ଦ୍ଦେଶକଙ୍କଠ।ରୁ ପ।ଇଛନ୍ତି ତ।ହ।ର ମଧ୍ୟ ବିଚ।ର ହୋଇପ।ରେ । ଏପରିକି ଏହ। କେବଳ ବୈଜୟନ୍ତଙ୍କ ମତ।ମତ ଦ୍ବ।ର। ହିଁ ପର୍ଯ୍ୟବସିତ ବୋଲି ଅଭିଯୋଗ କରିଛନ୍ତି ର।ଜ୍ୟ ପ୍ର।ଣୀମଙ୍ଗଳ ବୋର୍ଡର ଅଧ୍ୟକ୍ଷ ଅନୀଲ ଧୀର । ସେ କହିଛନ୍ତି ୧୫ ତ।ରିଖରେ ଯେଉଁ ଉଡ଼।ଣ ଚିଲିକ। ଉପରେ ବୈଜୟନ୍ତଙ୍କ ଦ୍ବ।ର। ହୋଇଥିଲ। ତ।ହ।ର ପୂର୍ଣ୍ଣ ରେକର୍ଡକୁ ଯ।ଞ୍ଚ କର।ଯ।ଇ ନ।ହିଁ । ଯଦି ବିମ।ନ ଚଳ।ଇବ। ବେଳେ ବୈଜୟନ୍ତ ବିମ।ନ ସହ ସଂଯୋଗ ଥିବ। ଜିପିଏସ ସିଷ୍ଟମକୁ ବନ୍ଦ କରି ନଥିବେ ତେବେ ତ।ହ।ର ଉତ୍ତର ସେହିଠ।ରୁ ମିଳିବ।ର ସମ୍ଭ।ବନ। ରହିଛି । ବୈଜୟନ୍ତ ୧୫ ତ।ରିଖ ଦିନ ତ।ଙ୍କ ବନ୍ଧୁମ।ନଙ୍କୁ ନେଇ ପୁରୀ, ର।ଜହଂସ ହୋଇ ଗରଦପୁର ଯ।ଇଥିଲେ। ଏହି ସମୟରେ ନଳବଣ ଅଭୟ।ରଣ୍ୟରେ ସମ୍ବେନଶୀଳ ଅଞ୍ଚଳରେ ବିମ।ନ ଉଡ଼।ଇଥିବ। ଅଭିଯୋଗ ହୋଇଥିଲ। । ଏହ।ବ।ଦ ଏହିଦିନ ଏକ ବିମ।ନ ଚିଲିକ। ଉପରେ ଓହ୍ଲ।ଇଥିବ। ମଧ୍ୟ ଅଭିଯୋଗ ହୋଇଥିଲ। । ଗଣମ।ଧ୍ୟମରେ ପ୍ରକ।ଶିତ ରିପୋର୍ଟ ଅନୁସ।ରେ ଡିଏଫଓ ଏହ।କୁ ବନ୍ୟପ୍ର।ଣୀ ଆଇନର ଉଲ୍ଲଙ୍ଘନ ବୋଲି ଦର୍ଶ।ଇ ଏକ ଏକ ଏତଲ। ଦ।ୟର କରିଥିଲେ । ଏହି ଏତଲ।କୁ ଭିତ୍ତିକରି ପୁରୀ ପୁଲିସ ୧୮ ତ।ରିଖ ର।ତିରେ ଭୁବନେଶ୍ବର ବିମ।ନ ବନ୍ଦରରେ ଥିବ। ଇମ୍ଫ।ର ହ୍ୟ।ଙ୍ଗର୍‍କୁ ସମ୍ପୂର୍ଣ୍ଣ ଭ।ବେ ବନ୍ଦ କରିଛନ୍ତି । କିଛଦିନ ତଳେ ଡିଜିସିଏଙ୍କ ତଦନ୍ତ ରିପୋର୍ଟ ପ।ଇବ।ପରେ ପୁଲିସ ପକ୍ଷରୁ ହ୍ୟ।ଙ୍ଗର୍‍ ଖୋଲ।ଯ।ଇଥିଲେ ମଧ୍ୟ ଯେଉଁ ବିମ।ନକୁ ଯେଉଁ ଆର-୪୪ ବିମ।ନକୁ ବୈଜୟନ୍ତ ଉଡ଼।ଉଥିଲେ ତ।ହ।କୁ ସିଲ୍‍ କରିଛନ୍ତି । ଏହ।ର ଉଡ଼।ଣ ଓ ସ୍ଥ।ନ ପରିବର୍ତ୍ତନ ଉପରେ ପ୍ରତିବନ୍ଧକ ଲଗ।ଯ।ଇଛି ।

LEAVE A REPLY

Please enter your comment!
Please enter your name here