ବାଣ ବିସ୍ଫୋରଣରେ ଦମ୍ପତି ମୃତ

0
28

ଭୁବନେଶ୍ବର ବାଲିପାଟଣା ବନମାଳିପୁର ନୂଆସାହିରେ ବାଣ ବିସ୍ଫୋରଣ ।  ବାଣ ଭିଡ଼ୁଥିବା ବେଳେ ବାଣ ଭିଡ଼ିବା ବେଳେ ବିସ୍ଫୋରଣ ଘଟି   ଜ୍ଞାନରଞ୍ଜନ ମିଶ୍ର ଓ ଝୁନାମଣି ମିଶ୍ରଙ୍କର ମୃତ୍ୟୁ ହୋଇଛି ।  ଅନ୍ୟ ଗୁରୁତର ଆହତମାନଙ୍କୁ ଅଠାନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣରେ ଏକ ଘରେ ନିଆଁ ଲାଗି ଯାଇଥିବା ମଧ୍ୟ ସୂଚନା ମିଳିଛି । ତେବେ ନିଆଁ ଲିଭାଇବାକୁ ଅଗ୍ନିଶମ ବିଭାଗର ଟିମ ଗ୍ରାମରେ ପହଞ୍ଚିଥିବା ଜଣାଯାଇଛି ।   ଏନେଇ ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି

 

LEAVE A REPLY

Please enter your comment!
Please enter your name here