ତିତଲି କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସିବ ୮ ଜଣିଆ କେନ୍ଦ୍ରୀୟ ଟିମ୍

0
28

ଭୁବନେଶ୍ୱର:ଘୂର୍ଣ୍ଣିଝଡ ତିତଲିରେ ପ୍ରଭାବିତ ଜିଲ୍ଲା ଗୁଡିକରେ କ୍ଷୟକ୍ଷତି ଆକଳନ କରିବାପାଇଁ ଆଜି ଏକ ୮ ଜଣିଆ କେନ୍ଦ୍ରୀୟ ଟିମ୍ ଓଡିଶା ଆସିବେ । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏସ.କେ ସାହିଙ୍କ ନେତୃତ୍ୱରେ ଆସୁଥିବା ଏହି ଟିମ୍ ୨ ଭାଗରେ ବିଭକ୍ତ ହୋଇ ଗଂଜାମ ଓ ଗଜପତି ଜିଲ୍ଲା ଗସ୍ତ କରିବେ ।

LEAVE A REPLY

Please enter your comment!
Please enter your name here