ସମ୍ବଲପୁରରେ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କୁ ବିରୋଧ ପ୍ରଦର୍ଶନ

0
94

ସମ୍ବଲପୁର  : ଆଜି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଖରିଫ ଧାନ ଫସଲ ସଂଗ୍ରହ ବୈଠକରେ ଯୋଗଦେବା ପାଇଁ ସମ୍ବଲପୁର ଗସ୍ତ ଯାଇଥିବା ବେଳେ ବିରୋଧର ସମ୍ମୁଖିନ ହୋଇଛନ୍ତି। ଧାନ ସଂଗ୍ରହ ବୈଠକକୁ ଯିବା ବେଳେ ବୁର୍ଲା ଏମ୍‌ସିଏଲ୍ ଫାଟକ ଅାଗରେ ତ।ଙ୍କୁ ଅାଇନଜୀବୀ ମ।ନେ କଳାପତାକା ପ୍ରଦର୍ଶନ କରିଛନ୍ତି । ବିରୋଧ ସତ୍ତ୍ୱେ ବୈଠକକୁ ଯାଇଛନ୍ତି ମନ୍ତ୍ରୀ ସୂର୍ଯ୍ୟ ପାତ୍ର। ଓକିଲଙ୍କ ବିରୋଧ ଚେତାବନୀକୁ ନେଇ ମନ୍ତ୍ରୀଙ୍କ ବୈଠକ ସ୍ଥଳ ବଦଳି ଥିଲା

LEAVE A REPLY

Please enter your comment!
Please enter your name here