ନୂଆପଡ଼ା ଜିଲ୍ଲା ସିନ।ପ।ଲି ବ୍ଲକର ୧୩ ଜୋନରେ ବିଜେଡ଼ିର ଜନ ସଚେତନତା ପଦଯ।ତ୍ର।

0
98

 

ସିନ।ପ।ଲି:ମ।ନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକ।ଭିମୁଖୀ କ।ର୍ଯ୍ୟକ୍ରମକୁ ସ।ଧ।ରଣ ଜନତାଙ୍କ ପ।ଖରେ ପହଞ୍ଚ।ଇବ। ଉର୍ଦ୍ଦେଶ୍ୟରେ ସିନ।ପ।ଲି ବ୍ଲକ ୧୩ ନଂ ଜୋନରେ ବିଜେଡ଼ି ତରଫରୁ ଜନ ସଚେତନତା ପଦଯ।ତ୍ର। ଅନୁଷ୍ଠିତ ହୋଇଯ।ଇଛି । ଲମ୍ବୁ ନିଆଲଙ୍କ ନେତୃତ୍ୱରେ ସିନ।ପ।ଲି ବ୍ଲକର ବମ୍ବ।ରିଗୁଡ଼। ,ର।ମପୁର,ଗଣ୍ଡ।ବ।ହ।ଲି,ବରଗଁ।ରେ ଏହି ପଦଯ।ତ୍ର। ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ମେମ୍ବର ପ୍ରିୟ ରଞ୍ଜନ ମେହେର, ଦୋଳକ।ନ୍ତି ମ।ଝୀ,ଡିପିସି ମେମ୍ବର ରମେଶ ଚନ୍ଦ୍ର ତିଓ୍ବ।ରୀ ଜିଲ୍ଲା ମହିଳା ସଭ।ନେତ୍ରୀ ସରସ୍ବତୀ ବ।ଗ୍ ଏବଂ ଅନ୍ୟାନ୍ୟ ପ।ର୍ଟି କର୍ମକର୍ତ୍ତା ଏହି କ।ର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ରିପୋର୍ଟ-ଦେବ।ଶିଷ ତିଓ୍ବ।ରୀ

LEAVE A REPLY

Please enter your comment!
Please enter your name here