ହାଇକୋର୍ଟ ମୁଖ୍ୟ ଫାଟକରେ ସ୍ଥଳରେ ଉତେଜନା

0
64

କଟକ:କଟକରେ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗ ହାଇକୋର୍ଟ ମୁଖ୍ୟ ଫାଟକରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଛନ୍ତି  । ଘଟଣା ସ୍ଥଳରେ ଉତେଜନା ଲ।ଗି ରହିଛି ଆନ୍ଦୋଳନକାରୀ ଓକିଲ-ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ମୁହାଁମୁହିଁ ହୋଇଥିବାର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here