ଜେଲ ପରିସରରେ କ୍ୟାମ୍ପ କୋର୍ଟ କରିବ।କୁ ହ।ଇକୋର୍ଟଙ୍କ ନିର୍ଦ୍ଦେଶ

0
30

 

ଭୁବନେଶ୍ୱର : ର।ଜ୍ୟରେ ଦିର୍ଘ ଦୁଇମ।ସ ଧରି ଲ।ଗି ରହିଥିବା କ।ର୍ଯ୍ୟ ବନ୍ଦ ଆନ୍ଦୋଳନ ପ।ଇଁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜେଲ ପରିସରର କ୍ୟାମ୍ପକୁ ଉଠାଇବ । ଏନେଇ ହାଇକୋର୍ଟ ପ କ୍ଷରୁ ସବୁ ଜିଲ୍ଲା ଓ ଦୌରା ଜଜମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅତି ଆବଶ୍ୟକ ଘଟଣାର କ୍ୟାମ୍ପ କୋର୍ଟ ପାଇଁ ନିର୍ଦ୍ଦେଶ ମିଳିଛି । ଅଭିିଯୁକ୍ତମାନଙ୍କୁ ଜାମିନ ପ୍ରଦାନ ବେଳେ ସବୁ ନିୟମକୁ କଡାକଡି ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାିଇଛି । କୋର୍ଟ କାର୍ଯ୍ୟଦିବସ ସମୟ ଅନୁଯାୟୀ କ୍ୟାମ୍ପ ଉଠାଇବ ଲାଗି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here