ଚଳିତ ବର୍ଷ ମଧ୍ୟ ରାଜଧାନୀବାସୀ ବାଲିଯାତ୍ରାର ମଜା ଉଠାଇବେ

0
328

ଭୁବନେଶ୍ୱର : ର।ଜଧ।ନୀ ଭୁବନେଶ୍ବରରେ ମଧ୍ୟ ଏ ବର୍ଷ ବ।ଲିଯ।ତ୍ର। ଅନୁଷ୍ଠିତ ହେବ । ଓଡିଶାର ଐତିହ୍ୟ ଓ ପରମ୍ପରାକୁ ବଜାୟ ରଖିଥିବା ବାଲିଯାତ୍ରାର ନିଅାରା ସ୍ୱାଦ ମିଳିବ କୁଅାଖାଇ ନଦୀପଠାରେ ଓ ଏହ।ର ମଜ। ଉଠ।ଇବେ ର।ଜଧ।ନୀବ।ସୀ । ଏଥିପ।ଇଁ ସୋମବାର ସର୍କିଟ ହାଉସ୍‌ ଠାରେ ଭୁବନେଶ୍ୱର ବାଲିଯାତ୍ରା କମିଟିର ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବାଲିଯାତ୍ରାର ସଭାପତି ତଥା ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମେତ କମିଟିର ବିଭିନ୍ନ ସଦସ୍ୟ ବୈଠକରେ ଉପସ୍ଥିତ ଥିଲେ । ପୂର୍ବବର୍ଷ ୩ ଦିନ ପାଇଁ ବାଲିଯାତ୍ରାର ଅନୁମତି ମିଳିଥିବାବେଳେ ଚଳିତବର୍ଷ ଏହାକୁ ୭ଦିନ କରାଯିବାକୁ ଯୋଜନା କରାଯାଉଥିବା ଜଣାପଡିଛି। ସେହିପରି ବାଲିଯାତ୍ରାରେ ବୋଇତ ବନ୍ଦାଣ, ବାଲିଯାତ୍ରାର ସ୍ଥାନ, ଭିତ୍ତିଭୂମିର ବିକାଶ ସମ୍ପର୍କରେ ଏହି ବୈଠକରେ ଅାଲୋଚନା ହୋଇଥିବ। ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here