ସାତକୋଶିଆ ଅଭିମୁଖେ ବ।ହ।ରିଲ। ଟ୍ରାଙ୍କୁଲାଇଜର ଟିମ

0
91

ଅନୁଗୁଳ:ବାଘୁଣୀ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍‌ କରିବାକୁ ଅପରେସନ ଆରମ୍ଭ । ସାତକୋଶିଆର କମୁରି ଗାଁରେ ହପଞ୍ଚିଲା ଟ୍ରାଙ୍କୁଲାଇଜ ଟିମ୍‌
‘ସୁନ୍ଦରୀ’ର ଲୋକେସନ ଟ୍ରାକ୍‌ ହୋଇଛି । ଏଥିରେ ଓୟୁଏଟି, ଶିମିଳାପାଳ ଓ ନନ୍ଦନକାନରୁ ଟ୍ରାଙ୍କୁଲାଇଜର ବିଶେଷଜ୍ଞମାନେ ସାମିଲ ଅଛନ୍ତି । ସୋମବାର ସେମାନେ ଘଟଣାସ୍ଥଳକୁ ଯିବାର ଥିଲା । ମାତ୍ର ସେଠାକାର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଅନୁଗୁଳ ଠାରେ ଅଟକି ରହିଥିଲେ । ମଙ୍ଗଳବାର ସକାଳେ ବିଶେଷଜ୍ଞମାନେ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ସହ ଗନ୍ତବ୍ୟସ୍ଥଳକୁ ଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here