ବ୍ୟ।ସନଗର ର।ସ୍ତ।କଡ଼ରୁ ସଦ୍ୟଜନ୍ମିତ ଶିଶୁପୁତ୍ର ଉଦ୍ଧାର

0
94

ଯାଜପୁର: ର।ସ୍ତ।କଡ଼ରୁ ଉଦ୍ଧାର ହେଲା ସଦ୍ୟ ଜନ୍ମିତ ଶିଶୁ ପୁତ୍ର , ଏପରି ଅଭ।ବନୀୟ ଘଟଣା ବ୍ୟାସନଗର ଚୋରଦା ଛକ ନିକଟ ଦିଲ୍ଲୀ ସର୍ଭିସିଂ ସେଣ୍ଟର ଗଲିରେ ଦେଖିବ।କୁ ମିଳିଛି । ରାସ୍ତା କଡ଼ରୁ ଏହି ଶିଶୁପୁତ୍ରକୁ ଉଦ୍ଧାର କରିଛି ଯାଜପୁର ରୋଡ ପୋଲିସ ,ଶିଶୁଟିକୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କର।ଯ।ଇଥିବ। ସୂଚନା ମିଳିଛି । ଶିଶୁଟିକୁ ପ୍ର।ଥମିକ ଚିକିତ୍ସା ପ।ଇଁ ହିଟ ଟ୍ରିଟମେଣ୍ଟ କନରରେ ରଖ।ଯ।ଇଛି । ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଭଲଥିବା ବେଳେ ଶିଶୁଟିକୁ କିଏ ଏବଂ କେଉଁ ପରିସ୍ଥିତିରେ ଏପରି ଭାବେ ରାସ୍ତାକଡ଼ରେ ଫିଙ୍ଗିଦେଇ ଚାଲିଯାଇଛି ଏନେଇ କୈଣସି ସୂଚନା ମିଳି ପ।ରିନ।ହିଁ । ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି। ଏହି ଘଟଣା ସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅବଗତ କରାଯାଇଛି। ଆବଶ୍ୟକ ପଡ଼ିଲେ ଶିଶୁକୁ କଟକ ଶିଶୁଭାବନକୁ ଚିକିତ୍ସା ପ।ଇଁ ସ୍ଥାନ।ନ୍ତର କର।ଯିବ ବୋଲି ସୂଚନ। ରହିଛି ।

LEAVE A REPLY

Please enter your comment!
Please enter your name here