ଆଜି ଟ୍ୱିନ୍‌ସିଟିରେ ମ। ଦୁର୍ଗ।ଙ୍କ ଭଷ।ଣି

0
125

ଭୁବନେଶ୍ୱର: ଆଜି ମ। ଦୁର୍ଗ।ଙ୍କ ଭଷ।ଣି ପ।ଇଁ କଟକ-ଭୁବନେଶ୍ବର ଦୁଇ ସହରରେ ବ୍ୟ।ପକ ପ୍ରସ୍ତୁତି କର।ଯ।ଇଛି । ଏଥିପାଇଁ ଭୁବନେଶ୍ୱରରେ କରାଯାଇଛି ୪ଟି କୃତ୍ରିମ ପୋଖରୀ। କୂଆଖାଇ ଓ ଦୟା ନଦୀ କୂଳରେ କୃତ୍ରିମ ପୋଖରୀ ତିଆରି କରିଛି ବିଏମ୍‌ସି। ଭସାଣ ଲାଗି ଭୁବନେଶ୍ୱରକୁ ୪ଟି ଜୋନ୍‌ରେ ବିଭକ୍ତ କରିଛି । ସେହିପରି ଭ।ବରେ କଟକରେ ମଧ୍ୟ ଭସାଣ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି । ଦେବୀଗଡ଼ା ଘାଟରେ ୨ଟି ବୃହତ୍‌ କୃତ୍ରିମ ପୋଖରୀ କଟକ ମହ।ନଗର ନିଗମ ତରଫରୁ କରାଯାଇଛି। ସାହି ପରିକ୍ରମା ପରେ ସହରର ୧୬୦ଟି ମଣ୍ଡପର ମେଢ଼ ଗୁଡ଼ିକୁ ଦେବୀଗଡ଼ା ଘାଟରେ ଭସାଣି କରାଯିବ। ଏଥିପାଇଁ କଟକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବ। ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here