ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ଇନ୍‌ପୁଟ ସବ୍‌ସିଡି

0
59

ଭୁବନେଶ୍ୱର:ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ଇନ୍‌ପୁଟ ସବ୍‌ସିଡି । କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳ ଓ କୃଷି ବିଭାଗକୁ SRCଙ୍କ ନିର୍ଦେଶ । ତୁରନ୍ତ କ୍ଷେତ୍ର ପରିଦର୍ଶ କରି ରିପୋର୍ଟ ଦେବାକୁ ନିର୍ଦେଶ । ରିପୋର୍ଟ ଆଧାରରେ ଚାଷୀଙ୍କୁ ଦିଆଯିବ ଇନ୍‌ପୁଟ ସବ୍‌ସିଡି । ଜଳ ସେଚିତ ଜମି ପାଇଁ ହେକ୍ଟର ପିଛା ୧୩, ୫୦୦ ଟଙ୍କା ମିଳିବ । ଅଣ ଜଳ ସେଚିତ ଜମି ପାଇଁ ହେକ୍ଟର ପିଛା ମିଳିବ ୬,୮୦୦ ଟଙ୍କା, ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ ଇନ୍‌ପୁଟ ସବ୍‌ସିଡି ଦିଆଯାଇ ପାରିବ ।

LEAVE A REPLY

Please enter your comment!
Please enter your name here