ଅାଜି ମ। ଦୁର୍ଗାଙ୍କ ପବିତ୍ର ବିଜୟାଦଶମୀ

0
37

ଭୁବନେଶ୍ୱର :  ଅାଜି ମ। ଦୁର୍ଗାଙ୍କ ପବିତ୍ର ବିଜୟାଦଶମୀ ଅସତ୍ୟ ଉପରେ ସତ୍ୟର ବିଜୟ ସ୍ୱରୂପ ଅନୁଷ୍ଠିତ ହେବ ରାବଣ ପୋଡ଼ି ଉତ୍ସବ। ଏଥିପାଇଁ କଟକଭୁବନେଶ୍ୱର ସମେତ ଓଡ଼ିଶାର ବିଭିନ୍ନ ପୁର ପଲ୍ଲୀରେ ଅନୁଷ୍ଠିତ ହେଉଛି ଦଶହରା ବିଭିନ୍ନ ସ୍ଥାନରେ ବିଶେଷ ପ୍ରସ୍ତୁତି ଓ ଅାୟୋଜନ କରାଯାଇଛି ।

 ଅାଜି ଭୁବନେଶ୍ୱରରେ ୫ଟି ସ୍ଥାନରେ ରାବଣ ପୋଡି ହେଉଛି। ଏଥିପାଇଁ  ପୁଲିସ ଗାଇଡ୍‌ ଲାଇନର ପୁନଃ ଯାଞ୍ଚ କରିବ ବୋଲି ଡିସିପି ସୂଚନା ଦେଇଛନ୍ତି। ରାବଣ ପୋଡି ଓ ଅାତସବାଜି ଠାରୁ ଦର୍ଶକଙ୍କ ଦୂରତା ୧୦୦ ମିଟର ରହିବା ନିୟମ ଥିବାବେଳେ ଏହାକୁ କଡାକଡି ପାଳନ କରିବା ଉପରେ ଜୋର ଦିଅାଯାଇଛି। ବରମୁଣ୍ଡାଝାରପଡ଼ାନହରକଣ୍ଟାପଟିଅା ଅାଦି ସ୍ଥାନରେ ରାବଣ ପୋଡ଼ି କରାଯିବ। ଅାଜି ଡିସିପି ଏବଂ ତାଙ୍କ ଟିମ୍ ଏସବୁର ତଦାରଖ କରିବେ।  ରାବଣ ପୋଡ଼ି ଓ ଅାତସବାଜି ବେଳେ ଅଘଟଣକୁ ଏଡ଼ାଇବା ପାଇଁ ପଦକ୍ଷେପ ନିଅାଯାଉଥିବା ଡିସିପି କହିଛନ୍ତି।

 

LEAVE A REPLY

Please enter your comment!
Please enter your name here