ଇଣ୍ଡିଆ ଗେଟ୍‌ ବୁଲି ଦେଖିଲ। ଜଗା

0
480

ଭୁବନେଶ୍ୱର: ସୁସ୍ଥ ହେବା ପରେ ଦିଲ୍ଲୀ ଏମ୍ସରୁ ବାହାରି ଇଣ୍ଡିଆ ଗେଟ୍‌ ବୁଲି ବ।ହ।ରିଛି ଜଗା। ମା’ର ପ।ଦ ସହ ପ।ଦ ମିଳ।ଇ ହ।ତକୁ ହ।ତ ଧରି ଜଗା ଚାଲୁଥିବା ନଜର ଆସିଛି । ଅନ୍ୟପଟେ ବଳିଆର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ବି ପରିଲଖିତ ହୋଇଥିବ।ର ସୂଚନା ମିଳିଛି । ବଳିଆକୁ ନାକ ପଟେ ପାଇପ୍‌ ଯୋଗେ ଦିଆଯାଉଥିବା ଖାଦ୍ୟ ବନ୍ଦ କରାଯାଇ ଏବେ ଅର୍ଦ୍ଧତରଳ ଖାଦ୍ୟ ଖାଇବାକୁ ଦିଆଯାଉଥିବା ଜଣାପଡ଼ିଛି। ପ୍ରକାଶ ଯେ, କନ୍ଧମାଳ ଫିରିଙ୍ଗିଆ ବ୍ଲକର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଦିଲ୍ଲୀ ଏମ୍ସରେ ଅପରେସନ ପରେ ଉଭୟ ବାହାରକୁ ବାହାରି ନ ଥିଲେ। ତେବେ ସୁସ୍ଥ ହେବା ପରେ ପ୍ରଥମ ଥର ପାଇଁ ବାହାରକୁ ବାହାରିଛନ୍ତି ଜଗା। ଇଣ୍ଡିଆ ଗେଟ ବୁଲି ଖୁସିଥିବ।ର ଦେଖିବ।କୁ ମିଳିଛି ।

LEAVE A REPLY

Please enter your comment!
Please enter your name here