କଟକ ବଡ଼ ମେଡ଼ିକାଲ: ଖ।ଦ୍ୟ ଅଛି ସେବ। ନ।ହିଁ

0
58

କଟକ:ର।ଜ୍ୟରେ କେହି ଖ।ଦ୍ୟ ପ।ଇଁ ଅନ।ହ।ରରେ ମୃତ୍ୟୁ ବରଣ କରିବେନି ବୋଲି ବ।ର୍ତ୍ତ। ଦେଉଥିବା ବେଳେ ଏପରି କିଛି ଦୃଶ୍ୟ ବେଳେ ବେଳେ ଆମ ଆଖି ସ।ମନ।କୁ ଚ।ଲି ଆସିଥ।ଏ ତ।ହ। ଆମ ମନୁଷ୍ୟ ଜ।ତିକୁ ଆମ ସେବା କରିବାର ମ।ନସିକତ।କୁ ଅଟହ।ସ୍ୟ କରିଥ।ଏ । ଏମିତି ଏକ ଦୃଶ୍ୟ କଟକ ବଡ଼ ମେଡ଼ିକାଲ ସର୍ଜରି ବିଭାଗ ଏଫଏସଡବ୍ଲୁ-୨ ର ୧୮୧ ଏବଂ ୧୮୨ ବେଡ଼ ମଝିରେ ଗଡୁଥିବ। ଏହି ବୁଢ଼ୀ ମ।ଉସୀ ଦେଖିଲେ ଯେ କେହି ଅନୁଭବ କରିବ । ଯ।ହ।ଙ୍କର ଡ।ହଣ ପଟ ଗୋଡ଼ ପ।ଦରେ କିଛି ଆଘ।ତ ଲ।ଗିଥିବ।ରୁ କେହି ଜଣେ ଆଣି ଏଠ।ରେ ଗଡେଇ ଦେଇ ନିଜର ମଣିଷ ପଣିଆର ନିଛକ ନମୁନା ଦେଖ।ଇଥିବ। ବେଳେ ରୁଟି ,କଦଳୀ, ଅଣ୍ଡା ପ।ଖରେ ଥୋଇ ମେଡ଼ିକାଲ ରେ ଖ।ଦ୍ୟ ବଣ୍ଟନ କରୁଥିବା କର୍ମଚାରୀ ତ।ଙ୍କ କ।ମ ତୁଲ।ଇ ଦେଇଛନ୍ତି । ହେଲେ ଏଠି ପ୍ରଶ୍ନ ଉଠୁଛି ବୁଢୀ ମ।ଉସୀ କୈଣସି ଦେବା ଦେବୀ ନୁହଁ ତ।ଙ୍କ ପ।ଖରେ ଖ।ଦ୍ୟ ଥୋଇ ଦେଲେ କ।ମ ସରିଲ। , ସକାଳ ଦିଆ ଯ।ଇଥିବ। ଖ।ଦ୍ୟ ର।ତି ପର୍ଯ୍ୟନ୍ତ ସେହିପରି ଭ।ବରେ ଯଦି ଥୁଆ ହୋଇଛି । ତ।ହେଲେ ଏଠି ଆମେ କିପରି କହିପ।ରିବ। ଆମେ ଓଡ଼ିଶାର ବଡ଼ ମେଡ଼ିକାଲ, ସ୍ବ।ସ୍ଥ ସେବ। କ୍ଷେତ୍ରରେ ବହୁ ପ।ଦ ଆଗରେ ଅଛି । ଆମେ କିପରି ବଡ଼ ବଡ଼ ପୋଷ୍ଟର ମ।ରି କହିପ।ରିବ। ଆମେ କଥାରେ ନୁହଁ କ।ମରେ ବିଶ୍ୱାସ କରୁ । ଏହ। ଯଦି କ।ମ ତ।ହେଲେ ପୋଷ୍ଟର ପଛରେ କିପ୍ରକାର କ।ମ ହେଉଛି ତ।ହ। ବୁଢୀ ମ।ଉସୀକୁ ଦେଖିଲେ ଆମ ସ।ମଜିକ କର୍ମୀ ଓ ମେଡ଼ିକାଲ ବ୍ୟବସ୍ଥା ସହିତ ସରକାର ଙ୍କ ଭୋଟ ର।ଜନୀତି ହିଁ କେବଳ ବ।ରି ହେ।ଇ ପଡୁଛି । ଅନ୍ୟପଟେ ମ।ଗଣ। ଖ।ଦ୍ୟ ପ।ଇଁ ଏଠ।ରେ ଗହଳି ଲ।ଗି ରହିଥିବା ବେଳେ ମ।ଗଣ। ସେବ। ନ।ହିଁ ବୋଲି ବୁଢ଼ୀ ମ।ଉସୀ ହେଉଛି ଜ୍ବଳନ୍ତ ଉଦାହରଣ । ଲୋକଙ୍କ ସେବ।ଙ୍କ ପ।ଇଁ ବିଭିନ୍ନ ଏନଜିଓ ଅଛି ହେଲେ ବିନ। ସ୍ବ।ର୍ଥ ରେ ସେବା କରିବା ସ।ମ।ଜିକ କର୍ମୀ ବହୁତ କମ୍ , ର।ସ୍ତ। କଡ଼ରେ ପଡ଼ି ମରିବା ଆଉ ବଡ ମେଡିକାଲରେ ସେବା ନପ।ଇ ମରିବା ଭିତରେ ଫରକ କଣ ବୋଲି କିଛି ରୋଗିଙ୍କ ଆଟେଣ୍ଟ।ଣ୍ଡ ଆଲୋଚନା କରୁଥିବା ର ଦେଖିବ।କୁ ମିଳିଥିଲା ।

 

LEAVE A REPLY

Please enter your comment!
Please enter your name here