ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ନିର୍ଯାତନା ଅଭିଯୋଗରେ ନୋଟିସ୍‌ ଜାରି କଲେ ମହାରାଷ୍ଟ୍ର ରାଜ୍ୟ ମହିଳା କମିସନ

0
102

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ନିର୍ଯାତନା ଅଭିଯୋଗ । ଅଭିନେତା ନାନା ପାଟେକର । ରାକେଶ ସାରଙ୍ଗ ଓ ଗଣେଶ ଆଚାର୍ଯ୍ୟଙ୍କୁ ନୋଟିସ୍‌ ଜାରି କଲେ ମହାରାଷ୍ଟ୍ର ରାଜ୍ୟ ମହିଳା କମିସନ । ୧୦ ଦିନ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦେଶ । କମିସନଙ୍କ କାର୍ଯ୍ୟାଳୟରେ ବୟାନ ରେକର୍ଡ ପାଇଁ ମଧ୍ୟ ତନୁଶ୍ରୀଙ୍କୁ ନିର୍ଦେଶ ।

LEAVE A REPLY

Please enter your comment!
Please enter your name here