ମଳଦ୍ବାର ପଟେ ସୁନା ଆଣୁଥିଲେ ଯୁବକ:ଜବତ କଲା କଷ୍ଟମ ବିଭାଗ

0
157
ଭୁବନେଶ୍ବର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ପୁଣି ସୁନା ଜବତ  | ୧୭୦.୭୫୦ ଗ୍ରାମ ସୁନା ଜବତ କରିଛି କଷ୍ଟମ ବିଭାଗ | ତାମିଲନାଡୁର ଜଣେ ବ୍ୟକ୍ତି କୁଆଲାଲାମପୁର ରୁ ଏୟାର ଏସିଆ ବିମାନ ଏ କେ-୩୧ରେ ଏହି ସୁନା ନେଇକି ଆସୁଥିଲେ | ସୁନାର ଆନୁମାନିକ ମୂଲ୍ୟ ୫ଲକ୍ଷ ୫୨ ହଜାର ୩୭୫ ଟଙ୍କା ହେବ | ମଳଦ୍ବାର ପଟେ ସୁନା ଆଣୁଥିଲା ତାମିଲନାଡୁର ଯୁବକ | ସୁନାର ବଳାରେ ରୂପ ପ୍ରଲେପ କରି ନେଉଥିଲା ଏହି ଯାତ୍ରୀ | ସୁନା ନେଇକି ଆସୁଥିବା ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି |

 

 

 

LEAVE A REPLY

Please enter your comment!
Please enter your name here