ବରମୁଣ୍ଡା ବସ ଷ୍ଟାଣ୍ଡ ରେ ବସ ମାଲିକଙ୍କୁ ଗୁଳି ମାଡ଼

0
105

ଭୁବନେଶ୍ୱର: ବରମୁଣ୍ଡା ବସ ଷ୍ଟାଣ୍ଡ ରେ ଗୁଳି ଫୁଟିଲା । ଗତକାଲି ବିଳମ୍ବିତ ରାତିରେ ବରମୁଣ୍ଡା ବସ ଷ୍ଟାଣ୍ଡ ରେ ବସ ମାଲିକ ପ୍ରିତମ ଜେନାମଣି ଙ୍କୁ ଗୁଳି ମାଡ଼ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସପିଟାଲ ରେ ଭର୍ତି କରାଯାଇଛି । ବରମୁଣ୍ଡା ବସ ଷ୍ଟାଣ୍ଡ ଟେଣ୍ଡର କାମକୁ ନେଇ ଏହି ଗୁଳିକାଣ୍ଡ ଘଟିଥିବା କୁହାଯାଉଛି । ଖଣ୍ଡଗିରି ପୋଲିସ୍ ଘଟଣାସ୍ଥଳରେ ପହଂଚି ଛାନଭିନ୍ କରୁଛି ।

ସୂଚନା ଅନୁସାରେ, ପାଖାପାଖି ୪ଜଣ ଦୁର୍ବୃତ୍ତ ବୋଲେରୋରେ ଆସି ପ୍ରଥମେ ପ୍ରୀତମଙ୍କ ଗାଡ଼ିକୁ ସାଇଡ୍‌ ମାରିଥିଲେ ପରେ ତାଙ୍କ ଉପରକୁ ଫାୟାରିଂ କରି ଫେରାର ହୋଇଯାଇଥିଲେ।

LEAVE A REPLY

Please enter your comment!
Please enter your name here