ଜଗନ୍ନାଥ ସେନାର ଆବାହକ ପ୍ରଧାନ ମନ୍ତ୍ରୀଙ୍କୁ ଭେଟିବା ପାଇଁ ଦିଲ୍ଲୀ ଗଲେ

0
345

ପୁରୀ: ପୁରୀ ରେ ହୋଇଥିବ। ହିସଂ।କ।ଣ୍ଡ ପ୍ର।ୟୋଜିତ ନ। ପ୍ରଶାସନ ପ୍ରତି ଆକ୍ରୋସ ମନୋଭାବର ପ୍ରତିଫଳନ ଏବେ ତଦନ୍ତ ସ।ପେକ୍ଷ । ଏହି ଘଟଣ। ପଛର ସତ୍ୟତା ପ।ଇଁ ଶ୍ରୀ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ପୁରୀ ବନ୍ଦ ବେଳେ ହୋଇଥିବା ହିଂସା କାଣ୍ଡର ପର୍ଦାଫାସ୍ ପାଇଁ ସିବିଆଇ ତଦନ୍ତ ଦାବି କରାଯିବାକୁ ଦାବି କରିବେ। ଶ୍ରୀ ଜଗନ୍ନାଥ ସସ୍କୃତିରେ ହିଂସା ଓ ଅହଂକାର କୌଣସୀ ସ୍ଥାନ ନାହିଁ। ପୁରୀ ବନ୍ଦ ଶାନ୍ତି ପୂର୍ଣ୍ଣଭାବେ ଚାଲୁଥିବା ବେଳେ କେତେକ ଉତ୍ୟକ୍ତ ବ୍ୟକ୍ତି ଏହାକୁ ଭଣ୍ଡରୁ କରିବା ଓ ଶାନ୍ତି ଭଙ୍ଗ କରିବା ପାଇଁ ସରକାରୀ ଦଳର ତିନିଜଣ ବିଧାୟକ ଏହି ଷଡଯନ୍ତ୍ର କରିଥିବା ସେ ଅଭିଯୋଗ କରିଛନ୍ତି।ଏ ସମ୍ପର୍କରେ ବିଧିବଧ ତଦନ୍ତ କରିବାପାଇଁ ସେ ପ୍ରଧାନ ମନ୍ତ୍ରୀଙ୍କୁ ସାକ୍ଷାତ୍ କରି ଆଲୋଚନା କରିବା ସୂଚନା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here