ସୁପ୍ରିମକୋର୍ଟରେ ଅଭିଜିତ୍ ଆୟାର ମିତ୍ରଙ୍କ ଜାମିନ୍ ଆବେଦନ ଖାରଜ

0
52

ନୂଆଦିଲ୍ଲୀ : ଗତମାସ ୧୫ ତାରିଖରେ ଓଡ଼ିଶା ଗସ୍ତରେ ଆସି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ୍ ଆୟାର ମିତ୍ର କୋଣାର୍କ ମନ୍ଦିର ଉପରେ ଯେଉଁ ସାମ୍ପ୍ରଦାୟିକ ଟିପ୍ପଣି ଦେଇଥିଲେ ତାହା ଓଡ଼ିଶାରେ ସାମ୍ପ୍ରଦାୟିକ ସଦ୍ଭାବନାକୁ ଆଘାତ ପହଞ୍ଚାଇ ଥିଲା । ଗୁରୁବାର ସୁପ୍ରିମକୋର୍ଟରେ ଅଭିଜିତ୍ ଆୟାର ମିତ୍ର ଏହି ମକଦ୍ଦମାରେ ଜାମିନ୍ ପାଇଁ ଅର୍ଜି ଦାଖଲ କରିଥିଲେ । ସୁପ୍ରିମକୋର୍ଟ ଏହାକୁ ବିଚାରକୁ ନେଇ ଜାମିନ୍କୁ ଖାରଜ କରିଛନ୍ତି ।

LEAVE A REPLY

Please enter your comment!
Please enter your name here