ପ୍ରଥମ ଟେଷ୍ଟ ମ୍ୟାଚରେ ପୃଥ୍ୱୀ ଶ’ଙ୍କ ଦମଦାର ଶତକ

0
209

ରଜକୋଟ: ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ରାଜକୋଟ ରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଶତକ ହାସଲ କରିଛନ୍ତି ପୃଥ୍ବୀ ଶ। ସେ ମାତ୍ର ୯୯ ବଲ୍ ଖେଳି ଏହି ଶତକ ହାସଲ କରିଛନ୍ତି। ଭାରତର ସର୍ବ କନିଷ୍ଠ ଖେଳାଳି ଭାବେ ସେ ନିଜର ପ୍ରଥମ ଟେଷ୍ଟ ମ୍ୟାଚରେ ଶତକ କରି ରେକର୍ଡ କରି ପାରିଛନ୍ତି।

LEAVE A REPLY

Please enter your comment!
Please enter your name here