ପୋଲିସ ସୁରକ୍ଷା ବଳୟ ଭିତରେ ନ।ନ। କରୁଛନ୍ତି ଫିଲ୍ମ ସୁଟିଂ

0
170

ମୁମ୍ବାଇ: ଦିନକୁ ଦିନ ବଲିଉଡ୍‌ ଅଭିନେତା ନାନା ପାଟେକର ଓ ତନୁଶ୍ରୀ ଦତ୍ତଙ୍କୁ ନେଇ ବିଵ।ଦ ବଢ଼ିବାରେ ଲ।ଗିଛି । ଏବେ ନାନା ପାଟେକରଙ୍କୁ ସୁଟିଂ ସମୟରେ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଉଥିବା ସୂଚନା ମିଳିଛି। କେବଳ ସେତିକି ନୁହେଁ ସୁଟିଂ ସେଟ୍‌କୁ ନ।ନ।ଙ୍କୁ ମୋବାଇଲ ନେବାକୁ ବାରଣ କରାଯାଇଛି। ଅବଶ୍ୟ ଏସବୁ ବ୍ୟବସ୍ଥା ନିର୍ମାତାଙ୍କ ତରଫରୁ କରାଯାଇଥିବା ସୂଚନା ମିଳିଛି । ନାନା ପାଟେକର ଏବେ ‘ହାଉସ୍‌ଫୁଲ୍‌-୪’ର ସୁଟିଂ କ।ମରେ ବ୍ୟସ୍ତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here