ବିଗ୍ ବିଙ୍କ ସହ ପୁଣି ଯୋଡି ହେଲେ ଶାହରୁଖ୍ ଖାନ୍

0
6

ମୁମ୍ବାଇବିଗ୍‌ ବି ଅମିତାଭ ବଚ୍ଚନ ଶାହାରୁଖ୍‌ ଖାନ୍‌ ଦୁହେଁ ଏକାଠି ବେଶ୍‌ କେତୋଟି ହିନ୍ଦୀ ସିନେମା ରେକାମ କରିଛନ୍ତି ଏଥିମଧ୍ୟରେ ରହିଛି ମୋହବତେଁକଭି ଖୁସି କଭି ଗମ୍‌ , ବୀର୍‌-ଜାରା ଆଦି ସିନେମାପ୍ରାୟ ଏକ ଦଶନ୍ଧି ହେଲା  ଦୁଇ ବଡ଼ କଳାକାରଙ୍କୁ ଦର୍ଶକ ଗୋଟିଏ ସିନେମାରେ ଦେଖିବାକୁ ପାଇନାହାନ୍ତି ହେଲେ ଏବେ ଶାହାରୁଖ୍‌ ଖାନ୍‌ ବିଗ୍‌ ବି ଙ୍କ ଅଭିନୀତ ଏକ ନୂଆ ସିନେମାର ପ୍ରଯୋଜନା କରିପୁଣି ଯୋଡ଼ି ହୋଇଛନ୍ତି ଅମିତାଭ ବଚ୍ଚନଙ୍କ ସହହଁ ଶାହାରୁଖ୍‌ ଖାନ୍‌ ତାଙ୍କର ପ୍ରଯୋଜନା ସଂସ୍ଥା ରେଡଚିଲ୍ଲି ଏଣ୍ଟରଟେନ୍ମେଣ୍ଟ ଅକାରୁ ଏଣ୍ଟରଟେନମେଣ୍ଟ ସହିତ ମିଶି ‘ବଦଲା ଟାଇଟଲରେ ନିର୍ମାଣାଧୀନ ଏକହିନ୍ଦୀ ସିନେମାର ପ୍ରଯୋଜନା କରିଛନ୍ତିବଦଲାରେ ଅମିତାଭ ବଚ୍ଚନତାପସୀ ପନୁ  ନସିରୁଦ୍ଦିନ ଶାହାମୁଖ୍ୟ ଭୂମିକାରେ ଅଛନ୍ତି ଇତିମଧ୍ୟରେ ସ୍କଟଲାଣ୍ଡରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି ଏହିଫିଲ୍ମର କାହାଣୀ ଦୁଇ ଜଣ ବ୍ୟକ୍ତିଙ୍କର ପ୍ରତିଶୋଧ ଉପରେ ଆଧାରିତ ସେ ଦୁହେଁ ପ୍ରାୟ ୧୦ ବର୍ଷ ଯାଏଁପ୍ରତିଶୋଧ ନେବା ଲାଗି କାର୍ଯ୍ୟ କରୁଛନ୍ତି କିନ୍ତୁ ପରିଶେଷରେ ସେ ଦୁହିଁଙ୍କ ଲାଗି ପ୍ରତିଶୋଧର ପରିଭାଷାବଦଳିଯାଉଛିବଦଲା ନିର୍ଦ୍ଦେଶନା ଦେଉଛନ୍ତି ସୁଜୟ ଘୋଷ ଏହା ଏକ ସସପେନ୍ ଫିଲ୍ମ ବୋଲିଜଣାଯାଇଛି

LEAVE A REPLY

Please enter your comment!
Please enter your name here