ଫିଲ୍ମ ‘ଉରୀ’ରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ୟାମୀ ଗୌତମ

0
5

ବଲିଉଡ଼ ଅଭିନେତ୍ରୀ ୟାମୀ ଗୌତମ ଏବେ ଫିଲ୍ମ ‘ଉରୀ’ରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଏହି ଫିଲ୍ମ ସେପେଫମ୍ବର ୨୦୧୬ରେ ଉରୀଠାରେ ହୋଇଥିବା ଆକ୍ରମଣ ଉପରେ ଆଧାରିତ । ୟାମୀ ଏଥିରେ
ଭିକି କୌଶଳଙ୍କ ସହିତ ଏକ ଗୁଇନ୍ଦା ଅଧିକାରୀର ଭୂମିକାରେ ନଜର ଆସିବେ । ଏଥିପାଇଁ ୟାମୀ ମିକ୍ସ ମାର୍ଶଲ ଆର୍ଟର ଟ୍ରେନିଂ ନେଉଛନ୍ତି । ଭିନ୍ନ ଏକ ଭୂମିକା ଓ ଆକ୍ସନ ସିନ୍‌ରେ ଅଭିନୟ କରିବାକୁ ସୁଯୋଗ ପାଇ ଖୁବ୍‌ ଖୁସି ଅଛନ୍ତି ୟାମୀ । କେବଳ ମାର୍ଶଲ ଆର୍ଟ ନୁହେଁ ୟାମୀ ନିଜର ଫିଟ୍‌ନେସ୍‌ ପାଇଁ ଜିମ୍‌, ବେଟଲ ରୋପ ଟ୍ରେନିଂ, ଏକ ୍ୱା ଫିଟ୍‌ନେସ୍‌ ଓ ପୋଲ ଡ୍ୟାନ୍ସ ବି ଶିଖୁଛନ୍ତି ।

LEAVE A REPLY

Please enter your comment!
Please enter your name here