୩ ଟନ୍ ଗଂଜେଇ ଜବତ

0
142

କୋରାପୁଟ: ବିପୁଳ ପରିମାଣର ଚୋରା ଗଂଜେଇ ଚାଲାଣ ହେଉଥିବାବେଳେ ମାଛକଣ୍ଡ ଲମତାପୁଟ ପୋଲିସ୍ ଲମତାପୁଟ ପିଏମ ସେଂଟର ନିକଟରେ ଟ୍ରକ୍ ସହ ଗଂଜେଇ କୁ ଜବତ କରିଛି । ତେବେ ଟ୍ରକ ର ଚାଳକ ଟ୍ରକ୍ ଛାଡ଼ି ଫେରାର ହୋଇଯାଇଛି । ଟ୍ରକ୍ ରେ ୩ ଟନ୍ ଗଂଜେଇ ରହିଥିବା ଜଣାଯାଇଛି , ଯାହାର ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି ପୋଲିସ୍ ଆକଳନ କରିଛି । କେଉଁଠୁ ଏତେ ପରିମାଣର ଗଂଜେଇ କେଉଁଠାକୁ ଯାଉଥିଲା  ତାହାର ଛାନଭିନ୍ ଆରମ୍ଭ ହୋଇଛି । ଏତେ ପରିମାଣର ଗଂଜେଇ ଧରାପଡ଼ିବା ଏହା ପ୍ରଥମ ବୋଲି ପୋଲିସ୍ କହିଛି । ତେବେ ଏହା ରାୟପୁର ଯାଉଥିବା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here