ବାଇଗଣ ମାଂସ

0
76

ସାମଗ୍ରୀ୍ରୀ୍ରୀ– ୫୦୦ଗ୍ରାମ୍‌ ମାଂସ, ୫୦୦ଗା୍ର ମ ୍‌ ବାଇଗଣ, ୪ ଗୋଟା ପଅି ।ଜ, ୧ଟା ରସଣୁ , ୨ଟା
ଟମାଟୋ, ଅଳ୍ପ ଅଦା, ୨ ଖଣ୍ଡ ଡାଲଚିନି, ୨ଟା ଗୁଜୁରାତି, ୨ଟି ତେଜପତ୍ର । ୬ଟା କଞ୍ଚାଲଙ୍କା, ଆବଶ୍ୟକ
ଅନୁଯାୟୀ ଲୁଣ ଓ ହଳଦୀ ।
ପ୍ରଣାଳୀ– ମାଂସକୁ ଛୋଟ ଛୋଟ କରି ରଖ;ୁ । ପିଆଜକୁ ଚୁନା ଚୁନା କରି କାଟି ରଖ;ୁ । ରସୁଣ,
ଅଦା, କଞ୍ଚା ଲଙ୍କାକୁ ବାଟି କରି ରଖ;ୁ । କରେଇରେ ତେଲ ଦେଇ, ଡାଳଚିନି, ଗୁଜୁରାତି ଓ ତେଜପତ୍ରକୁ
ଫୁଟା;ୁ । ସେଥିରେ ପିଆଜ କଟା ପକାଇ ଭାଜ;ୁ । ପିଆଜ ନରମ ହେଲେ ମାଂସ ଟମାଟୋ, ରସୁଣ
ଓ ଅଦାବଟା ଦେଇ ଭଲ ଭାବରେ ଗୋଳାଇ ଅଳ୍ପ ଆଞ୍ଚରେ ରଖିଦିଅ;ୁ । ମାଂସ ସିଝିଗଲେ ବାଇଗଣକୁ
ଚୁନାଚୁନା କରି କାଟିଦେଇ ସେଥିରେ ପକାଇ ଢାଙ୍କୁଣି ଘୋଡ଼ାଇ ଦିଅ;ୁ । ବାଇଗଣ ସିଝିଗଲେ ଏହାକୁ
ଭାଜି ଓହ୍ଲାଇ ଦେବ ।

LEAVE A REPLY

Please enter your comment!
Please enter your name here