ଭୁବନେଶ୍ୱରକୁ ସର୍ବୋକ୍ରୃଷ୍ଟ ସ୍ମାର୍ଟସିଟି ପୁରସ୍କାର

0
148

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରକୁ ସର୍ବୋକ୍ରୃଷ୍ଟ ସ୍ମାର୍ଟସିଟିର ମାନ୍ୟତା ଦିଆଯିବା ସହ ପୁରସ୍କୃତ କରାଯାଇଛି । ରାଜସ୍ଥାନର ସୀତାପୁରଠାରେ ଜୟପୁର ପ୍ରଦର୍ଶନୀ ସେଣ୍ଟରରେ ଆୟୋଜିତ ସ୍ମାର୍ଟସିଟି ଏକ୍ସପର୍ଟ ଇଣ୍ଡିଆ ୨୦୧୮ରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଯୁବପିଢ଼ିଙ୍କ ବିକାଶ ସହ ମହିଳାମାନଙ୍କ ସୁରକ୍ଷା ତଥା ବସ୍ତି ଅଞ୍ଚଳର ବିକାଶ ପାଇଁ ଭୁବନେଶ୍ୱରକୁ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here