ବିଜେଡ଼ିରୁ ଯିଏ ଗଲ। ସେ ଖତ ହେଲା: ପ୍ରଦୀପ ମହ।ରଥୀ

0
2014

ଭୁବନେଶ୍ବର:ବିଜେଡ଼ିରୁ ଯିଏ ଯାଇଛି ସେ ଖତ ହୋଇଛି  । ସେମାନଙ୍କ କାହାର ରାଜନୈତିକ ସ୍ଥିତି ଭଲ ନାହିଁ ବୋଲି ଏପରି କଟ।କ୍ଷ କରି କହିଛନ୍ତି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ  । ଏହ।ର ରୋକଠୋକ୍  ଜବାବ ଦେଇଛନ୍ତି ଡାକ୍ତର ଦାମୋଦର ରାଉତ  । ସେ କହିଲେ ଖତର ମହତ୍ୱ କେତେ ପ୍ରଦୀପ ମହ।ରଥୀ ଭଲଭାବରେ ଜ।ଣିଥିବେ । ଖତରୁ ଉଠୁଥିବା ଗଛ କେତେ ମଜବୁତ ହୋଇଥାଏ ସେ ଜାଣିଛନ୍ତି । ଖତରୁ ଉଠୁଥିବା ଗଛ ପ୍ରଦୀପ ମହାରଥୀଙ୍କୁ ମଧ୍ୟ ଛାରଖାର କରିଦେବ ବୋଲି ଦାମ ର।ଉତ କହିଛନ୍ତି । ଏଠ। ସୂଚନାଯୋଗ୍ୟ ଗତ କିଛିଦିନ ଧରି ଦାମ ବିଜେଡ଼ି ନେତାଙ୍କୁ ଟାର୍ଗେଟ କରି ଆସୁଥିବାବେଳେ, ବିଜେଡ଼ି ନେତାମାନେ ମଧ୍ୟ ଦାମଙ୍କୁ ପାଲଟା ଆକ୍ରମଣ କରି ଆସୁଛନ୍ତି  ।

 

LEAVE A REPLY

Please enter your comment!
Please enter your name here